ମାର୍କେଟ୍‌ ବିଲ୍‌ଡିଂରେ ଆତଙ୍କରାଜ ଘଟଣା : ଅଭିଯୁକ୍ତଙ୍କ ମଧ୍ୟରେ ୧୨ ନାବାଳକ, ଲାଗିଲା ‘ଆତଙ୍କବାଦୀ’ ଦଫା

ଭୁବନେଶ୍ୱର : ଭୁବନେଶ୍ବର ମାର୍କେଟ ବିଲ୍‌ଡିଂରେ ଆତଙ୍କରାଜ ଘଟଣାରେ ୨୧ ଜଣଙ୍କୁ ଧରିଛି କ୍ୟାପିଟାଲ ଥାନା ପୁଲିସ। ପ୍ରଥମ ଦଫ‌ାରେ ୧୮ ଜଣଙ୍କୁ ଧରିଥିବା‌ ବେଳେ ଦ୍ବିତୀୟ ଦଫାରେ ଆଉ ୩ ଜଣଙ୍କୁ ଧରିଛି। ପ୍ରଥମେ ଧରାପଡ଼ିଥିବା ୧୮ ଜଣଙ୍କ ମଧ୍ୟରୁ ୧୨ ଜଣ ନାବାଳକ। ୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ୧୨ ଜଣଙ୍କୁ ଖୋର୍ଦ୍ଧା ସିଡବ୍ଲୁସିରେ ଉପସ୍ଥାପନ କରାଯିବା ପରେ ବ୍ରହ୍ମପୁର ଜୁଭେନାଇଲ ହୋମ୍‌କୁ ପଠାଯାଇଛି। … Continue reading ମାର୍କେଟ୍‌ ବିଲ୍‌ଡିଂରେ ଆତଙ୍କରାଜ ଘଟଣା : ଅଭିଯୁକ୍ତଙ୍କ ମଧ୍ୟରେ ୧୨ ନାବାଳକ, ଲାଗିଲା ‘ଆତଙ୍କବାଦୀ’ ଦଫା